#ସଂସଦରେ_ସୀମା_ଲଙ୍ଘିଲେ_ଟିଏମସି_ସାଂସଦ !
ଗଣତନ୍ତ୍ର ମନ୍ଦିରରେ ଟିଏମସି ସାଂସଦଙ୍କ ଅଶୋଭନୀୟ ଅଚରଣ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଲେ ଦୁର୍ବ୍ୟବହାର । ତଥାକଥିତ ପେଗାସସ ସ୍ପାଏୱେର ଗୁଇନ୍ଦାଗିରି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୟାନ ରଖୁଥିଲେ। କିନ୍ତୁ ଟିଏମସି ସାଂସଦ ଶାନ୍ତନୁ ସେନ ମନ୍ତ୍ରୀଙ୍କ ହାତରୁ ବୟାନ କପିକୁ ଛଡାଇ ନେଇଥିଲେ
#ArgusNews #Odisha #ArgusNewsTV #BJP #ashwinvaishnav #TMC #misbehave