ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲରେ ଯେଭଳି ଭାବେ ଭିଆଇପି ଓ ଆରାମଦାୟକ ସୁବିଧା ପ୍ରଦାନ କରାଯାଉଛି ତାର ଗୋଟିଏ ପରେ ଗୋଟିଏ ଭିଡିଓ ଆସିବାରେ ଲାଗିଛି ।
#delhi #AamAadmiParty #satyendrajain #Arrest #Jail #ArgusNews