ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ସାନ ଝିଅ ସୁକମାବତୀ ମଙ୍ଗଳବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । କାରଣ ଇଣ୍ଡୋନେସିଆ ଏକ ମୁସଲିମ୍ ବହୁଳ ରାଷ୍ଟ୍ର । ତେବେ ଇତିହାସ କୁହେ ଏଠାରେ ହିନ୍ଦୁ ରାଜାମାନଙ୍କର ଦବଦବା ଥିଲା
#Indonesia #Hinduism #Religion #Sukmabati #NationalNews #Odisha #ArgusNews