ଭାରତକୁ ଫେରିଲା ତା’ର ଅମୁଲ୍ୟ ପ୍ରାଚୀନ ସମ୍ପଦ । ସେସବୁ ସମ୍ପଦ ବିଭିନ୍ନ ସମୟରେ ଚୋରୀ ହୋଇ ଚାଲି ଯାଇଥିଲା ଆମେରିକା । ପୂର୍ବ ପ୍ରତିଶ୍ରୁତି ଅନୁସାରେ ଏବେ ଆମେରିକା ଭାରତକୁ ଫେରାଇଛି ସେହିସବୁ ପ୍ରାଚୀନ ସମ୍ପଦ ଯାହାକୁ କହାଯାଏ ଆଣ୍ଟିକ୍ୟୁଟି
#antiquity #NarendraModi Narendra Modi #Ancientwealth #USA #ArgusNews