ସଫଳ ହେଲା ଭାରତର କୋଭିଡ କୂଟନୀତି । କୋଭିଡ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଆମେରିକା ଗସ୍ତ ଭାରତ-ଆମେରିକା ବନ୍ଧୁତ୍ବରେ ଯୋଡିଲା ନୂଆ ଅଧ୍ୟାୟ । ଭାରତକୁ ଆମେରିକା ଭୁରି ଭୁରି ପ୍ରଶଂସା କରିବା ସହ ସହଯୋଗର ପ୍ରତିଶ୍ରୁତି ଦେଇଛି ।
#ArgusNews #ArgusTv #National #Covid #America #Washington #Corona_Vaccine