ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଅହମ୍ମଦାବାଦ ଏୟାରପୋର୍ଟ । ବ୍ୟାପକ ବୃକ୍ଷରୋପଣ ସହ ଭଳିକି ଭଳି ଗଛ ଓ ଫୁଲଗଛ ଏୟାରପୋର୍ଟର ଶୋଭାବର୍ଦ୍ଧନ କରୁଛି । ଏୟାରପୋର୍ଟ ଭିତରେ ଏବଂ ବାହାରେ ସୃଷ୍ଟି କରାଯାଇଥିବା ସବୁଜ ବଳୟ ଅଙ୍ଗାରକାମ୍ଳ ପ୍ରଦୂଷଣ କମ୍ କରିବାରେ ସକ୍ଷମ ହୋଇଛି ।
#Ahmedabad #Airport #corbandyoxide #oxygen #pollution #Odisha #ArgusNews