ସମସ୍ୟା ବାଣ୍ଟିଲେ କୁନି ରିପୋର୍ଟର । ସ୍କୁଲରେ ଥିଲା ବ୍ୟାପକ ସମସ୍ୟା । ଆଉ ସାମ୍ବାଦିକ ଶୈଳୀରେ ରିପୋର୍ଟ କରି ସମସ୍ୟାକୁ ସାମ୍ନାକୁ ଆଣିଲେ ୧୨ ବର୍ଷର ଛାତ୍ର । ପଦାକୁ ଆସିଲା ବିହାର ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର । ୧୨ ବର୍ଷର ଛାତ୍ର ସ୍କୁଲର ବିଭିନ୍ନ ସମସ୍ୟାକୁ ଦେଖାଇଛି ସମସ୍ତ କୁ ଦେଖାଉଛି ।
#Bihar #educationsystem #smalljournalist #reporting #Odisha #ArgusNews