ତାଲିବାନ ଶାସନ ଆସିବା ପରେ ଆଫଗାନିସ୍ତାନର ସ୍ଥିତି ଖରାପ ଆଡକୁ ଗତି କରୁଛି । ସେଠାରେ ଏବେ ମାନବୀୟ ସଂକଟ ଦେଖା ଦେଇଛି । ଆଫଗାନିସ୍ତାନ ଉପରେ ଦୀର୍ଘ ସମୟ ଧରି ନଜର ରଖି ଆସୁଥିବା ଆନ୍ତର୍ଜାତିକ ବିଶ୍ଲେଷକ ମାନଙ୍କ କହିବା ଅନୁଯାୟୀ ଆଫଗାନିସ୍ତାନରେ ଭାରତର ବିକାଶ କାର୍ଯ୍ୟର ଅଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି
#Afganistan #india #Internationalexpert #nationalnews #ArgusNews