ଏସପିର ମୁସଲିମ ନେତା ମୁସଲମାନ ମାନଙ୍କୁ ଡରାଇଲେ ।
କହିଲେ ବିଜେପି କ୍ଷମତାକୁ ଆସିଲେ ଦୁଇଥର କରି ପାରିବେନି ବିବାହ । ବିଜେପି ଲାଗୁ କରିବ ୟୁନିଫର୍ମ ସିଭିଲ କୋଡ । ଆଲ୍ଲାହଙ୍କ ନାମରେ କହିଲେ ଭୋଟ ଭାଗ ଭାଗ କରନି । ସବୁ ମୁସଲମାନ ମିଳି ମିଶି ବିଜେପିକୁ ହରାନ୍ତୁ ।
#SamajwadiParty #BJP #Against #UniformCivilCode #STHasan #vote #ViralVideo #ArgusNews