ବେଆଇନ ଧର୍ମାନ୍ତରୀକରଣ ରାକେଟରେ ଦିନକ ପରେ ଦିନେ ନୂଆ ନୂଆ ଖୁଲାସା ହେଉଛି । ଏହି ରାକେଟ ଶାନ୍ତି ଓ ମାନବିକତା ନାମରେ ସଂଗଠନ ତିଆରି କରି ପ୍ରଶାସନ ଓ ସରକାରଙ୍କ ଆଖିରେ ଧୁଳି ପକାଇ ଧର୍ମାନ୍ତରୀକରଣ କାମ କରି ଆସୁଥିଲା । ୟୁପି ଏଟିଏସ ଦ୍ୱାରା ଜାଂଚ ପରେ ଅନେକ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି ।
#illegalconversion #UttarPradesh #peace #humanity #ATSinvestigation #National #ArgusNews