#ସମୁଦ୍ରରେ_କୁଆଁ_କୁଆଁ
#ସମୁଦ୍ର_ଲହଡିରେ_ଜନ୍ମ_ହେଲା_ପୁତ୍ର_ସନ୍ତାନ
#ବିନା_ଡାକ୍ତରଙ୍କ_ପରାମର୍ଶରେ_ଶିଶୁପୁତ୍ରକୁ_ଜନ୍ମ_ଦେଲେ_ମହିଳା
ଆଜ୍ଞା ହଁ ବିଶ୍ୱାସ ହେଉ ନଥିଲେ ବି ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସମୁଦ୍ରରେ ଡାକ ଛାଡିଲା କୁଆଁ କୁଆଁ ଡାକ । ୯ ମାସ ୧୦ ଦିନ ନିଜ ଗର୍ଭରେ ରଖି ସମୁଦ୍ର ଲହଡି ମଝିରେ ପ୍ରସବ କରିଛନ୍ତି ମହିଳା । ନିକାରାଗୁଆରେ ଥିବା ପ୍ଲାୟା ମାଜାଗୁଆଲ ସମୁଦ୍ର କୂଳରେ ଜୋଶୀ ପେଉକର୍ଟ ନାମକ ଜଣେ ମହିଳା ପ୍ରସବ କରିଛନ୍ତି ।
#sea #delivery #doctor #treatment #Odisha #ArgusNews