ସମୁଦ୍ର କୂଳର ବର୍ଜ୍ୟ ବସ୍ତୁରୁ ତିଆରି ହେଉଛି ଜୋତା । ପରିବେଶ ସୁରକ୍ଷା ସହ ଦେଉଛି ଷ୍ଟାଇଲିସ୍ ଲୁକ୍ । ଆଜ୍ଞା ହଁ ସମୁଦ୍ର କୂଳରେ ମିଳୁଥିବା ଶାମୁକା ଖୋଳ ଏବଂ ଅନ୍ୟାନ୍ୟ ବର୍ଜ୍ୟରୁ ଷ୍ଟାଇଲିସ୍ ସ୍ନିକର୍ ତିଆରି କରି ଏବେ ଚର୍ଚ୍ଚାରେ ଫ୍ରାନ୍ସର ଡିଜାଇନର ଇଉଜିନ୍ ରିକୋନିୟସ ।
#Shoes #beach #waste #environmental #protection #Odisha #ArgusNews