#ସମୁଦ୍ର_ଢେଉରେ_ଆସନ୍ତୁ_ଥରେ_ଚାଲିବା
ସମୁଦ୍ର ଉପରେ ଚାଲିବା, କଥାଟା ନୂଆ ନୂଆ ଲାଗିବ। ତଥାପି ମନ ହେଲେ ୟା ଉପରେ ବି ଆପଣଙ୍କ ପାଦ ପଡିବ। ପାଦେ କି ଦୁଇପାଦ ନୁହେଁ ପାଦରେ ଚାଲି ୧୦୦ ମିଟର ପର୍ଯ୍ୟନ୍ତ ସମୁଦ୍ର ଲହଡିକୁ ମାପିବାକୁ ପଡିବ। ଆଉ ଏ ନିଆରା ଅନୁଭବ ନେବାକୁ ଆପଣଙ୍କୁ କେରଳ ଯିବାକୁ ପଡିବ।