କଲିକତାସ୍ଥିତ ହାୱଡା ଅଞ୍ଚଳରେ ନାଚ ଗୀତ କରି ଖୁସି ମନାଉଛନ୍ତି ବାସିନ୍ଦା । କାରଣ ଏହି ଗାଁର ପୁଅ ଜିତିଛି ସ୍ଵର୍ଣ୍ଣ ପଦକ । ଇଂଲଣ୍ଡର ବର୍ମିଂହାମ୍ ସହରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ଗୋଷ୍ଠି କ୍ରିଡା ପ୍ରତିଯୋଗିତାରେ ଭାର ଉତ୍ତୋଳନରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଅଚିନ୍ତା ସେହୁଲି ।୩୧୩ କେଜିର ଭାର ଉଠାଇ ଭାରତକୁ ଦେଇଛନ୍ତି ତୃତୀୟ ସ୍ଵର୍ଣ୍ଣ ପଦକ ।
#WestBengal #AchintaSheuli #weightlifter #goldmedal #Odisha #ArgusNews