ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ସହ ଋଷକୁ ଦୁର୍ବଳ କରିବା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛି । ଆମେରିକା ଆଶା ରଖୁଛି ଯେ ଏହାଦ୍ବାରା ପୁଟିନଙ୍କ ଉପରେ ଚାପ ବୃଦ୍ଧି ପାଇବ । ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଅନ୍ତରାଷ୍ଟ୍ରୀୟ ବୁଝାମଣା ଅନେକାଂଶରେ ପ୍ରଭାବିତ ହୋଇଛି। ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣ ଇଲାକାରେ ଏବେ ଘମାସାନ ଯୁଦ୍ଧ ଚାଲିଛି।
#JoeBiden #VladimirPutin #internationaldisputes #unitedstates #RussiaUkraineWar #ArgusNews