୨୦୧୯ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୌଣ୍ଡିଆଲଙ୍କ ପତ୍ନୀ ନିକିତା ଦୌଣ୍ଡିଆଲ । ଦୁଇବର୍ଷ ପରେ ସ୍ବାମୀଙ୍କ ପଦାଙ୍କ ଅନୁସରଣ କରି ଦେଶ ମାଟି ପାଇଁ ନିଜକୁ ସମର୍ପଣ କରିଛନ୍ତି ଆଉ ସାମିଲ ହୋଇଛନ୍ତି ଇଣ୍ଡିଆନ୍ ଆର୍ମିରେ
#ArgusNews #ArgusNewsTV #NewsChannel #pulwamaattack #NikitaKaul #IndianArmy