#ସାତ_ଦରିଆ_ପାରିରେ_ଗଡିଲା_କାଳିଆର_ରଥ।
ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ ସ୍ଥିତ ଫକ୍ବା ଷ୍ଟ୍ରିଟରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉଙ୍କ ରଥଯାତ୍ରା। ଓଡ଼ିଶା କଲଚର ସେଣ୍ଟର ପକ୍ଷରୁ ଆୟୋଜିତ ହୋଇଥିଲା ଏଇ ଯାତ୍ରା। ରିତିନିତୀ ଅନୁସାରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା
#ArgusNews #America #ArgusNewsTV #Hustan #RathYatra2021