ଆପଣ ଅଳ୍ପ ସମୟ ଶୋଉଛନ୍ତି କି? କମ୍ ଦିନ ଦେହ ପାଇଁ କ୍ଷତିକାରଣ ହୋଇପାରେ। ଆପଣ ଯଦି ୫ ଘଣ୍ଟା କିମ୍ୱା ତାଠାରୁ କମ୍ ସମୟ ଶୋଉଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରଣ ହୋଇପାରେ। ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି। ଯଦି ଆପଣଙ୍କ ବୟସ ୫୦ ବର୍ଷରୁ ଅଧିକ, ତେବେ ପ୍ରତି ରାତିରେ ୫ ଘଣ୍ଟା କିମ୍ୱା ତାଠୁ କମ୍ ସମୟର ନିଦ ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।
#sleeping #5hours #rest #ArgusNews