#ସାମ୍ବାଦିକଙ୍କୁ_ଅପଶବ୍ଦ_କହି_କ୍ଷମାମାଗିଲେ_ବାଇଡ଼େନ୍
ଅନେକ ସମୟରେ ବିଶ୍ବର ବଡ଼ ବଡ଼ ନେତାମାନେ ମଧ୍ୟ ଏମିତି ଭୁଲ କରିଦିଅନ୍ତି ଯେଉଁଥିପାଇଁ ସେମାନଙ୍କୁ ସର୍ବ ସାଧାରଣରେ କ୍ଷମା ମାଗିବାକୁ ପଡ଼ିଥାଏ । ଏବେ ସେହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ୍ଙ୍କ ପାଇଁ । ଜଣେ ରିପୋର୍ଟରଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରି ଶେଷକୁ କ୍ଷମା ମାଗିଛନ୍ତି ବାଇଡ଼େନ୍ । ନିକଟରେ ଘଟିଥିବା ଏ ଘଟଣା ଏବେ ସାରା ବିଶ୍ବରେ ସୃଷ୍ଟି କରିଛି ଚର୍ଚ୍ଚା ।
#america #president #JoeBiden #journalist #Odisha #ArgusNews