#ସିନ୍ଧ_ଓ_ବଲୁଚିସ୍ତାନରୁ_ପାକିସ୍ତାନ_ଠାରୁ_ସ୍ୱାଧୀନ_କରାଉ_ଭାରତ
ପାକିସ୍ତାନରେ ମୋହାଜିର ମାନଙ୍କର ରାଜନୈତିକ ପାର୍ଟି ମୁତ୍ତାହିଦା କ୍ବାମି ମୁଭମେଂଟ (ଏମକ୍ୟୁଏମ)କ ନେତା ଅଲତାଫ ହୁସେନ ସିନ୍ଧ ଓ ବଲୁଚିସ୍ତାନ ରାଜ୍ୟକୁ ପାକିସ୍ତାନ କବଳରୁ ମୁକ୍ତ କରିବାକୁ ଭାରତ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ସେ ଜାତିସଂଘ ଓ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ମଧ୍ୟ ସମାନ ଅପିଲ କରିଛନ୍ତି ।
#Pakistan #Mohajirpoliticalparty #AltafHussainSindh #Odisha #ArgusNews