ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଠପଢା ନେଇ ଖସଡ଼ା ଘୋଷଣା । ଚଳିତ ଥର ଛାତ୍ରଛାତ୍ରୀ ଦୁଇଟି ଟର୍ମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସିବିଏସଇ ନୂଆ ଫର୍ମାଟକୁ ନେଇ ଆଶ୍ବସ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଦୁଇ ଥର ବୋର୍ଡ଼ ପରୀକ୍ଷା, ପିଲାଙ୍କୁ ସହଜ ହେବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନମ୍ବର ଦେବାରେ ହେବ ସହାୟକ ।
#ArgusNews #ArgusNewsTV #National #CBSENewFormat