ଆସାମର ଅଦାଲତରେ ହାଜର ହେବେ ମନୀଷ ସିସୋଦିଆ । ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସ୍ତ୍ରୀଙ୍କୁ ବିନା କୌଣସି ପ୍ରମାଣରେ କହିଥିଲେ ଦୁର୍ନୀତିଗ୍ରସ୍ତ । ଯାହାକୁ ନେଇ ଅଡୁଆରେ ସିଶୋଦିଆ । ୨୯ ସେପ୍ଟେମ୍ବରକୁ ହାଜର ହେବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।
#assam #manishsisodia #court #notice #Odisha #ArgusNews