#ସୀମାରେ_ନାଁ_ବଦଳାଇ_ଲୁଟ_କରିବାକୁ_ଆନ୍ଧ୍ର_ଖେଳିଛି_ଚାଲ
ବଡ କଥା ହେଲା ଆନ୍ଧ୍ରର ଏହି ଚାଲ ଉପରେ ମୋହର ଲଗାଇ ସମ୍ମତି ଦେଇଛନ୍ତି କୋରାପୁଟର ଅଣଓଡିଆ ଜିଲ୍ଲାପାଳ । ସାର୍ବାଜନିନ ଭାବେ କହିଛନ୍ତି କୋଟିଆରେ ଆନ୍ଧ୍ର କରିନାହିଁ ନିର୍ବାଚନ ।
#Koraput #collector #border #problem #Andra #election #Odisha #ArgusNews