ସୀମାର ସାହସକୁ ସଲାମ୍
ଗାଡି ଦୁର୍ଘଟଣାରେ ଗୋଡ କଟିଲା। ପିଲାଟି ବେଳୁ ଇଶ୍ବର ଛଡାଇନେଲେ ଗୋଟିଏ ଗୋଡ। ହେଲେ ଭାଙ୍ଗଲାନି ମନୋବଳ। ଏବେ ସୀମାଙ୍କୁ ବୟସ ମାତ୍ର ୧୦ ବର୍ଷ । ହେଲେ ପାଠ ପଢା ପ୍ରତି ତାଙ୍କ ଅଗ୍ରହ କାହିଁରେ କେତେ। ପାଠ ପଢିବାକୁ ଗୋଟିଏ ଗୋଡରେ ଛୋଟେଇ ଛୋଟେଇ ସେ କେମିତି ସ୍କୁଲ ଯାଆନ୍ତି, ଦେଖନ୍ତୁ ।
#Bihar #BiharGirlSeema #schoolgir #Help #Odisha #ArgusNews