#ମୋତେ_ଯେତେ_ମାଠିବୁ_ମାଠ
#ମୁଁ_ସେଇ_ଦରପୋଡା_କାଠ
ଏହି ଢଗ ପାକିସ୍ତାନର ସାମ୍ପ୍ରତିକ ସ୍ଥିତି ପାଇଁ ବାସ୍ତବରେ ପ୍ରଯୁଜ୍ୟ ବୋଲି କୁହାଯାଇପାରେ । କାରଣ ଜାଣିଲେ ଆପଣ ବି ସ୍ତବ୍ଧ ହେବେ । ଆତଙ୍କବାଦୀ ଅଲ ଜବାହିରୀର ମୃତ୍ୟୁ ପରେ ପାକିସ୍ତାନର ଆଉ ଏକ କଳା କାରନାମାର ଖୁଲାସା ହୋଇଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ସହଯୋଗରେ କାବୁଲରେ ରହୁଥିଲା ଜବାହିରୀ । ଆମେରିକୀୟ ଥିଙ୍କ ଟ୍ୟାଙ୍କ ଏ ନେଇ ଖୁଲାସା କରିବା ପରେ ଏବେ ବିଶ୍ବବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ।
#Pakistan #america #terrorist #attack #Odisha #ArgusNews