#ସୁନ୍ଦରୀ_IASଙ୍କ_ଦ୍ୱିତୀୟ_ବିବାହ
#ଯାହାକୁ_ନେଇ_ପୁଣି_ଚର୍ଚ୍ଚାରେ_IAS_ଟୀନା_ଡାବି
#ସରିଛି_ନିର୍ବନ୍ଧ, #ଏପ୍ରିଲ_୨୨ରେ_ପଡିବ_ହାତଗଣ୍ଠି
୨୦୧୫ ବ୍ୟାଚର ଆଇଏଏସ ଟପର୍ ଚୀନା ଡାବି । ବିୟୁଟିଫୁଲ୍, ଚାରମିଂ ଆଉ ଇଣ୍ଟେଲିଜେଣ୍ଟ। ଯୁବପିଢୀଙ୍କ ପ୍ରେରଣା ହେଉଛନ୍ତି ଟିନା । ନିଜର ପରସନାଲ ଲାଇଫ୍ ହେଉ କି ପ୍ରଫେସନାଲ ଲାଇଫ୍ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟୀନାଙ୍କୁ ନେଇ ଏବେ ଟୁପୁର ଟାପୁର ।
#Rajasthan #IAS #TinaDabi #marriage #Odisha #ArgusNews