ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜର ଭଲ ଅଭିନୟ ସହ ଚୁଲବୁଲି ଅନ୍ଦାଜ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ଆଉ ଏବେ କେବଳ ବଲିଉଡ ନୁହେଁ, ଟଲିଉଡରେ ବି ନଜର ଆସିବେ ଜାହ୍ନବୀ। ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର।
#tollywood #janhvikapoor #debut #ArgusNews