ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଂଜାବ ରାଲି ବାତିଲ । ସୁରକ୍ଷା ବ୍ୟବସ୍ଥାରେ ଅବହେଳା ସୃଷ୍ଟି ହୋଇଥିବା ଜଣା ପଡିବା ପରେ ଏହି ଗସ୍ତକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗାଡି ଫିରୋଜପୁର ଫ୍ଲାଏ ଓଭର ଉପରେ ୧୫ ରୁ ୨୦ ମିନିଟ ରହି ଯାଇଥିଲା । ପଂଜାବ ସରକାର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ଅବହେଳା କରିଥିବା ଅଭିଯୋଗ ହୋଇଛି ।
Narendra Modi PMOindia #security #PunjabGovernment #Congress Smriti Zubin Irani #Odisha #ArgusNews