ଦଳିତ ଶିଶୁ ମାନଙ୍କୁ ଖାଦ୍ୟରେ ଦିଆଯାଉଥିଲା ଗୋମାଂସ, ପଢିବାକୁ ଦିଆଯାଉଥିଲା ବାଇବେଲ,
ମନା କଲେ ଦିଆଯାଉଥିଲା ନିର୍ଯାତନା । ସୂଚନା ମିଳିବା ପରେ ଏନସିପିସିଆର ମାଗିଲା ରିପୋର୍ଟ ।
#Odisha #ArgusNews #MadhyaPradesh #police #sagar #NCPCR #NationalCommissionForProtectionOfChildRights