ସୋମନାଥ ମନ୍ଦିର ଠାରେ ୩୦ କୋଟି ଅର୍ଥରେ ନିର୍ମିତ ସର୍କିଟ ହାଉସର ଲୋକାର୍ପଣ କଲେ ମୋଦି ।ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଉପଯୋଗୀ ନୂତନ ସର୍କିଟହାଉସ । ଡିଲକ୍ସ ପ୍ରକୋଷ୍ଠ, ସମ୍ମିଳନୀ କକ୍ଷ ସହ ପ୍ରୋକ୍ଷାଳୟ ଉପଲବ୍ଧ ।
#PrimeMinister #NarendraModi #inaugurated #SomnathMandir #CircuitHouse #ArgusNews