ସୋମନାଥ ମନ୍ଦିର ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ସର୍କିଟ ହାଉସର ଲୋକାର୍ପଣ କରିଛନ୍ତି ପ୍ରଧନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ସ୍ଥାନୀୟ ଜନସାଧାରଣଙ୍କୁ ଉଦବୋଧନ ମଧ୍ୟ ଦେଇଛନ୍ତି ।
#somnathtemple #PrimeMinister #videoconference #VC #circuithouse #inaugurate #Gujarat #veraval #Narendramodi #Odisha #ArgusNews