ପପୁଲାର ସୋସିଆଲ ଆପ୍ ଫେସବୁକରେ ଡ଼େଲି ଗ୍ଳୋବାଲ ୟୁଜର୍ସଙ୍କ ସଂଖ୍ୟା କମିଛି । ତଥ୍ୟ କହୁଛି ଗୋଟିଏ ଦିନରେ ୨୦୦ ବିଲିୟନ ଡ଼ଲାର କ୍ଷତି ହୋଇଛି, ୧୮ବର୍ଷରେ ଏମିତି ପ୍ରଥମ ଥର ହୋଇଥିବା ହେତୁ ଏବେ ନିବେଶକଙ୍କ ଚିନ୍ତା ବଢିଛି । ଏଣୁ କାରଣ ଖୋଜିବା ସହ ଆତ୍ମସମୀକ୍ଷା କରୁଛି ଫେସବୁକ୍
#Facebook #popularsocialmedia #Globalusers #ArgusNews