#ସୋସିଆଲ_ମିଡ଼ିଆରୁ_କରୁଛନ୍ତି_ବଡ଼_ଅଙ୍କର_ରୋଜଗାର
କେବଳ ସାଧାରଣ ୟୂ ଟ୍ୟୁବର ନୁହଁନ୍ତି ରାଜନେତା ଏବଂ ସେଲେବ୍ରେଟି ମଧ୍ୟ ଏହି ସୋସିଆଲ ମିଡ଼ିଆରୁ କରୁଛନ୍ତି ବଡ଼ ଅଙ୍କର ରୋଜଗାର । ଏଥିପାଇଁ ସେମାନଙ୍କୁ ସୁଯୋଗ ଦେଇଛି କରୋନା ସମୟର ଲକଡାଉନ୍ । ସେହି ସମୟକୁ ଉପଯୋଗ କରି ମୋଦି ସରକାରଙ୍କ ଅନ୍ୟତମ ଦକ୍ଷ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏବେ ମାସକୁ ରୋଜଗାର କରୁଛନ୍ତି ୪ ଲକ୍ଷ ଟଙ୍କା ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ପ୍ରେରଣା ।
#corona #lockdown #income #PMOIndia #NarendraModi #CentralMinister #NitinGadkari #Odisha #ArgusNews