ପୁରା ପୋଖତ ପଣ୍ଡିତଙ୍କ ଭଳି ଶ୍ଲୋକ ପାଠ କରୁଛନ୍ତି କୁନି କୁନି ଏହି ଦୁଇ ଜଣ ଯୁବକ । କିଛି ପିଲା ଏହି ବୟସରେ କଥା ବି ଭଲ ଭାବରେ କହିପାରନ୍ତିନି । ହେଲେ ଏମାନଙ୍କ ମୁହଁରେ ବାଟୁଳି ବାଜୁନି । ପୁରା ,ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ମନ୍ତ୍ର ପାଠ କରୁଛନ୍ତି ଏହି ଦୁଇ ଭାଇ । କହିପାରିବା ଅଭ୍ୟାସ କରୁଛନ୍ତି ଏମାନେ । ଅଭ୍ୟାସ ବି ଏମିତି ହେବା ଦରକାର ।
#viralvídeos #smallboy #ArgusNews