ସ୍ପେନର ବୁନିୟୁଲ ସହରରେ ଦେଖିବାକୁ ମିଳେ ଭିନ୍ନ ପରମ୍ପରା । ଏଠାକାର ବାସିନ୍ଦା ଖେଳନ୍ତି ଟୋମାଟୋ ହୋଲି । ଏହି ପର୍ବକୁ ଲା ଟୋମାଟିନା କୁହାଯାଏ । ଏହି ପର୍ବ ସଵୁବର୍ଷ ଅଗଷ୍ଟ ମାସର ଶେଷ ବୁଧବାର ଦିନ ପାଳନ କରାଯାଏ । ଏହି ଦିନ ୧୧ରୁ ୧୨ ଟା ପର୍ଯ୍ୟନ୍ତ ଖେଳାଯାଏ ।
#spain #latomatina #festival #Odisha #ArgusNews