#ସ୍ପେସ_ଯୁଗକୁ_ଗତି_କରୁଛି_ଦେଶ
ମହାକାଶ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ । ମହାକାଶ ଦୁନିଆରେ ଆଗରେ ରହିବ ଭାରତ । ଏଥର ଦେଶବାସୀଙ୍କ ପାଇଁ କାମ କରିବ ସ୍ପେସ ଇଣ୍ଡଷ୍ଟ୍ରି । ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବ ସ୍ପେସ ଟେକ୍ନୋଲୋଜି ।
#space PMO India Narendra Modi #tecnology #Odisha #ArgusNews