ସ୍ବଚ୍ଛ ଉର୍ଜା କ୍ଷେତ୍ରରେ 70 ବିଲିୟନ ନିବେଶ କରିବ ଆଦାନୀ ଗ୍ରୁପ । ଲଂଣ୍ଡନ ଗ୍ଲୋବାଲ ଇନଭେଷ୍ଟର ସମିଟରେ ଅକ୍ଷୟ ଉର୍ଜା ଉପରେ ଗୁରୁତ୍ବ ଦେଲେ ଆଦାନୀ ମୁଖ୍ୟ । ‘ଜଳବାୟୁ ପରିବର୍ତ୍ତନ ନୀତି ସମାନ ଏବଂ ପ୍ରଗତିଶୀଳ ହେବା ଆବଶ୍ୟକ’ । ‘ଭାରତ ଉତ୍ପାଦନ କରିବ ବିଶ୍ବର ସବୁଠାରୁ ଶସ୍ତା ହାଇଡ୍ରୋଜେନ’ ।
#AdaniGroup #investment #LondonGlobalInvestorsSummit #cleanenergy #National #ArgusNews