ଏବେ ବିନା ସ୍ମାର୍ଟ ଫୋନରେ କୋ-ଓ୍ବିନ୍ ଆପରେ କରିହେବ ଟିକା ପାଇଁ ପଞ୍ଜୀକରଣ । ଏନେଇ ସୂଚାଇଛନ୍ତି କୋ-ଓ୍ବିନ ମୁଖ୍ୟ ଆର.ଏସ.ଶର୍ମା । ଟିକାନେବା ପାଇଁ ପଞ୍ଜୀକରଣ କରିବାକୁ ଆବଶ୍ୟକ ପଡୁଥିଲା ସ୍ମାର୍ଟଫୋନ
ସମସ୍ୟାର ସମ୍ମୁଖୀନ ହେଉଥିଲେ ସ୍ମାର୍ଟ ଫୋନ୍ ନଥିବା ଗ୍ରାମାଂଚଳର ଲୋକେ
#ArgusNews #Odisha #ArgusNewsTV #NewsChannel #Vaccination #Smart_Phone #Registration #Rural_Area