#ହକି_ଇଣ୍ଡିଆ_ଫେଡେରସନ_ଉପରେ_ବର୍ଷିଲେ_କ୍ରୀଡାମନ୍ତ୍ରୀ
ବଡ଼ ଇଭେଣ୍ଟରୁ ଓହରିବା ପରେ ହକି ଇଣ୍ଡିଆ ଉପରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଏକପାଖିଆ ନିଷ୍ପତ୍ତି ପାଇଁ ହକି ଇଣ୍ଡିଆ ଫେଡେରସନ ଉପରେ ବର୍ଷିଲେ କ୍ରୀଡାମନ୍ତ୍ରୀ । କହିଲେ 'ପଦକ୍ଷେପ ନେବା ପୂର୍ବରୁ ସରକାରଙ୍କ ସହ କାହିଁକି ଆଲୋଚନା କଲାନି ହକି ଇଣ୍ଡିଆ' ।
#hockeyindia #sportsminister #CentralMinister #Odisha #ArgusNews