#ହମ୍_ତୋ_ହମ୍_ହେ_ବାକି_ସବ୍_ମେଁ_ପାନି_କମ୍_ହେ
ଏହି ଉକ୍ତିଟି ଏଇଥି ପାଇଁ କହିଲୁ, ଯାହାକୁ ଆପଣ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଭଲ କରି ଦେଖନ୍ତୁ ଏହି ଭିଡିଓଟିକୁ । ଗଜରାଜ କିଭଳି ଭାବରେ କାହାକୁ ଖାତିର ନକରି ଚାଲିଯାଉଛନ୍ତି। ଏମିତିକି ଟ୍ରାଫିକ ନିୟମକୁ ମଧ୍ୟ ପାଳନ କରୁନାହାନ୍ତି ।
#viralvideo #elephant #crazyanimals #adorableanimals #elephantlovers #elephantlove #argusnews