ହାତୀ ପଶୁ ହେଲେବି ତା ମାଲିକ ପ୍ରତି ତାର ଶ୍ରଦ୍ଧା ହୃଦୟ ବିଦାରକ
ହାତୀ ପଶୁ ହେଲେବି ତାର ମଧ୍ୟ ଭଲପାଇବା ଅଛି ।ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।ହାତୀଟି ତାର ମାହୁନ୍ତକୁ ଶେଷ ଦର୍ଶନ କରିବା ପାଇଁ ଆସିଥିବା ଭିଡିଓଟି ହୃଦୟ ବିଦାରକ
#ArgusNews #AnimalsLove #ElephantLoveforhisOwner #Love