#ସାରା_ବିଶ୍ବର_ସଂସୃତି_ଓ_ପରମ୍ପରାକୁ_ପ୍ରଭାବିତ_କରିଛି_ଭାରତ
ଆମେରିକାର ହିନ୍ଦୁ ୟୁନିଭରସିଟିରେ ଡକ୍ଟରେଟ ଉପାଧୀରେ ସମ୍ମାନିତ ହେଲେ ପ୍ରସିଦ୍ଧ ଅଭିନେତା ଅନୁପମ ଖେର । ହିନ୍ଦୁଧର୍ମ ଓ ଭାରତୀୟତା ପୁରା ବିଶ୍ବ ସଂସୃତିକୁ ପ୍ରଭାବିତ କରିଛି । ହିନ୍ଦୁ କେବଳ ଏକ ଧର୍ମ ନୁହେଁ ବରଂ ଏକ ଜୀବନ ଶୈଳୀ ମଧଯ । ସେ ହିନ୍ଦୁ ଭାବରେ ଗର୍ବିତ ।
#indian #american #hinduism #nationality #AnupamKher #Hinduuniversity #dr #Odisha #ArgusNews