ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଜନସଭାରେ କହିଛନ୍ତି ଯେ ଆମେ ହିନ୍ଦୁ ବୋଲି କହିବାରେ ଗର୍ବ ଅନୁଭବ କରୁ । ସେ କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ନ ଥିଲୁ ସେତେବେଳେ ମଧ୍ୟ କହୁଥିଲୁ, ଆଜି ଅଛୁ ସେତେବେଳେ ମଧ୍ୟ କହୁଛୁ ଓ ଆଗକୁ ମଧ୍ୟ କହିବୁ – ଗର୍ବ ସେ କହୋ ହମ ହିନ୍ଦୁ ହେଁ । ସେ କହିଛନ୍ତି ଯେ ହିନ୍ଦୁପଣର ଏହି ଭାବ ବ୍ୟକ୍ତି, ଜାତି ଓ ମଜହବରେ ବିଭାଜନ କରି ନ ଥାଏ । ହିନ୍ଦୁତ୍ୱ ଆମର ସାଂସ୍କୃତିକ ପରିଚୟ
#YogiAdityanath #Uttarpradesh #Hindu #religion #ArgusNews