ହ୍ଟାଟସଆପ ଆଡମିନ ପ୍ରସଙ୍ଗକୁ ନେଇ କେରଳ ହାଇକାର୍ଟ ଏବେ ଏକ ଗୁରୁତ୍ବପୂର୍ଣ ରାୟ ଦେଇଛନ୍ତି । ଏହି ରାୟରେ ହାଇକୋର୍ଟ କହିଛନ୍ତି ଯେ କୌଣସି ହ୍ଟାଟସଆପ ଗ୍ରୁପର କୌଣସି ସଦସ୍ୟ ଯଦି କୌଣସି ଆପତ୍ତିଜନର ମ୍ୟାସେଜ ପଠାଏ ତେବେ ଏଥି ପାଇଁ ଗ୍ରୁପ ଆଡମିନକୁ ପ୍ରତ୍ୟକ୍ଷ ଭାବେ ଦାୟୀ କରାଯାଇ ପାରିବ ନାହିଁ
#WhatsappGroup #Groupadmin #keralhighcourt #resposbility #ArgusNews