ଆଖିରେ ଅଛି ଲୁହ, କିନ୍ତୁ ପୂରା ଦମ୍ଭରେ ଋଷ ସହ ଦେଉଛନ୍ତି କଡ଼ା ଟକ୍କର। ୪୪ ବର୍ଷ ବୟସ୍କ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦିନେ ନିଜ କମେଡି ଜରିଆରେ ସମସ୍ତଙ୍କୁ ହସାଉଥିବା ଜେଲେନସ୍କିଙ୍କ ଆଖିରେ ଏବେ ଲୁହ । ଘାରିଛି ନିଜ ଦେଶର ଚିନ୍ତା। ଯାହା ସ୍ପଷ୍ଟ ଭାବେ ମୁହଁରେ ବାରି ହୋଇପଡ଼ୁଛି।
#war #UkrainePresident #International #RussiaUkrainewar #russiaUkraine #Ukrainemilitaryaction #ukraineandrussia #ArgusNews