#ୟୁଜିସିର_ପାଠ୍ୟକ୍ରମରେ_ସ୍ଥାନ_ପାଇବ_ସନ୍ଥ_କବି_ଭୀମଭୋଇଙ୍କ_ଜୀବନଶୈଳୀ
ସାରା ଦେଶ ଓ ବିଶ୍ବରେ ପ୍ରଚାର ହେବ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ବିଚାର । ସନ୍ଥକବିଙ୍କୁ ଅନ୍ତରାଷ୍ଟ୍ରୀୟସ୍ତରରେ ସମ୍ମାନ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଘୋଷଣା ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ।
#subarnapur #UGC #santhakabibhimabhoi #CentralMinister #EducationMinister Dharmendra Pradhan #Odisha #ArgusNews