#ଜନସଂଖ୍ୟା_ନିୟନ୍ତ୍ରଣ_ପାଇଁ_ଯୋଗୀଙ୍କ_ମଡେଲ
ଉତ୍ତରପ୍ରଦେଶରେ ଲାଗୁ ହେବାକୁ ଯାଉଛି ହମ ଦୋ ହମାରେ ଦୋ ନିୟମ । 2ରୁ ଅଧିକ ପିଲାଥିଲେ ସରକାରୀ ଚାକିରି କରିପାରିବେ ନାହିଁ କି ନିର୍ବାଚନ ଲଢିପାରିବ ନାହିଁ । ଯୋଗୀଙ୍କ ଏପରି ନିୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
#ArgusNews #National #ArgusNewsTv #UttarPradesh #populationday