୧୯୪୫ ଅଗଷ୍ଟ ୬ ତାରିଖ ମନେ ପଡିଗଲେ ଥରି ଉଠେ ଛାତି । ଆଉ ମନେ ପଡିଯାଏ ଦୁଇ ଦେଶର ମହାଯୁଦ୍ଧ କଥା । ଆଜିର ଦିନକୁ ସମଗ୍ର ବିଶ୍ୱ ‘ହିରୋସିମା ଦିବସ’ ଭାବେ ଜାଣେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମରିକା ଜାପାନର ଦୁଇ ସହର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ।
#america #japan #HiroshimaDay #WorldWar #atomicbombings #Odisha #ArgusNews