#ସମ୍ମାନିତ_ହେଲେ_୬_ଓଡିଆ
ନଭେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୦ ବର୍ଷ ପାଇଁ ପ୍ରଦାନ କରିଥିଲେ ପଦ୍ମ ସମ୍ମାନ । ତେବେ ବର୍ଷ ୨୦୨୧ ପାଇଁ ନଭେମ୍ବର ୯ ତାରିଖରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ୨୦୨୦ ପାଇଁ ୧୧ ଓଡିଆ ପୁରସୃତ ହୋଇଥିଲେ ଏବଂ ଆଜି ୨୦୨୧ ପାଇଁ ଓଡ଼ିଶାରୁ ଆଉ ୬ ଜଣଙ୍କୁ ମିଳିଛି ପଦ୍ମ ପୁରସ୍କାର ।
#PadmaAwards2021 #SixOdisha #President Ramnath Kovind #RashtrapatiBhavan #Delhi #Odisha #ArgusNews