ଶାହାରୁଖ ଖାନ ହତାସ୍ । ୨୦ ରାତିଖ ପର୍ଯ୍ୟନ୍ତ ଖଲାସ ହେବେନି ଆର୍ୟନ ଖାନ । କ୍ରୁଜ୍ ଡ୍ରଗ୍ସ କେସରେ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । କିନ୍ତୁ ଆଜି ମାନ୍ୟବର କୋର୍ଟ ଏହାକୁ ନେଇ କୈାଣସି ରାୟ ଦେଇନାହାନ୍ତି । ଆସନ୍ତା ୨୦ ତାରିଖରେ ଜାମିନ ଶୁଣାଶି ନେଇ ଦିନ ଧାର୍ଯ୍ୟ କରାଯାଇଛି
#CruiseDrugsParty #Mumbai #AryanKhan #shahrukhan #Court #bailpetition #Odisha #ArgusNews